ମହର୍ଷି ମହାବିଦ୍ୟାଳୟର ରୋଭର-ରେଞ୍ଜର ଦଳ ପକ୍ଷରୁ ‘ଲାଇଭ୍ ୱେବିନାର’

ନିଜକୁ ସୁରକ୍ଷିତ ରଖିବା, ନିଜ ଚାରିପଟେ ସୁରକ୍ଷା ବଳୟ ପ୍ରସ୍ତୁତ କରିବା ଏବଂ ସମାଜକୁ ଏହି ସୁରକ୍ଷା ବଳୟ ଭିତରକୁ ଆଣିବା ହିଁ ସ୍ୱେଚ୍ଛାସେବୀଙ୍କର କର୍ତ୍ତବ୍ୟ : ବାଗଚୀ ଭୁବନେଶ୍ୱର: ମହର୍ଷି ମହାବିଦ୍ୟାଳୟର ରୋଭର-ରେଞ୍ଜର ଦଳ ତରଫରୁ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍‌ର ସହଯୋଗିତାରେ ‘ସାମାଜିକ ଦାୟିତ୍ୱ ଓ ସ୍ୱେଚ୍ଛାସେବୀ ସଂଗଠନ ଏବଂ ସମାଜ’ ଶୀର୍ଷକ ‘ଲାଇଭ୍ ୱେବିନାର’ ଆୟୋଜିତ ହୋଇଛି। ଅଧ୍ୟାପିକା ଡା.ନମିତା ପଟ୍ଟନାୟକଙ୍କ ସଂଯୋଜନାରେ … Continue reading ମହର୍ଷି ମହାବିଦ୍ୟାଳୟର ରୋଭର-ରେଞ୍ଜର ଦଳ ପକ୍ଷରୁ ‘ଲାଇଭ୍ ୱେବିନାର’